ଏକ ଶ୍ଳୋକି ଭାଗବତ
ଆଦୌ ଦେବକୀଦେବୀ ଗର୍ଭଜନନଂ ଗୋପୀଗୃହେ ବର୍ଦ୍ଧନଂ
ମାୟାପୂତନଜୀବିତାପହରଣଂ ଗୋବର୍ଦ୍ଧନୋଦ୍ଧାରଣମ୍ ।
କଂସଚ୍ଛେଦନକୌରବାଦିହନନଂ କୁନ୍ତୀସୁତାପାଳନଂ
ହ୍ୟେତଦ୍ଭାଗବତଂ ପୁରାଣକଥିତଂ ଶ୍ରୀକୃଷ୍ଣଲୀଳାମୃତମ୍ ।।
ଅର୍ଥାତ - ଆଦ୍ୟକାଳରେ ଦେବୀ ଦେବକୀଙ୍କର ଗର୍ଭରୁ ଜାତ ହୋଇ, ଗୋପୀ ଗୃହରେ ବର୍ଦ୍ଧିତ ହୋଇ, ମାୟାବୀ ପୂତନାର ଜୀବନ ହରଣ କରି, (ଗିରି) ଗୋବର୍ଦ୍ଧନକୁ (ଅଙ୍ଗୁଳିରେ) ଧାରଣ କରି, କଂସ ଛେଦନ କରି, କୌରବଙ୍କର ବଧ (କରିବାରେ ସାହାଯ୍ୟ) କରି, କୁନ୍ତୀଙ୍କର ସୁତଙ୍କୁ ପାଳନ କରିଥିଲେ । ଏହାହିଁ ଭାଗବତ ପୁରାଣରେ କଥିତ (ସଂକ୍ଷେପତଃ) ଶ୍ରୀକୃଷ୍ଣ ଲୀଳାମୃତ ।

Comments
Post a Comment