ଏକ ଶ୍ଲୋକି ଶଙ୍କର ବିଜୟ
ଅର୍ଯ୍ୟାମ୍ବାଜଠରେ ଜନିଃ ଦ୍ଵିଜସତୀଦାରିଦ୍ର୍ୟନିର୍ମୂଳନଂ
ସନ୍ୟାସାଶ୍ରୟଣଂ ଗୁରୁପସଦନଂ ଶ୍ରୀମଣ୍ଡନାଦେର୍ଜୟଃ ।
ଶିଷୌଧଗ୍ରହଣଂ ସୁଭାଷ୍ୟରଚନଂ ସର୍ବଜ୍ଞପୀଠାଶ୍ରୟଃ
ପୀଠାନାଂ ରଚନେତି ସଂଗ୍ରହମୟୀ ସୈଷା କଥା ଶାଂକରୀ ।।
ଅର୍ଯ୍ୟାମ୍ବାଙ୍କ ଜଠରରେ ଜନ୍ମ ନେଇ, ଦ୍ଵିଜସତୀଙ୍କର ଦାରିଦ୍ର୍ୟ ନିର୍ମୂଳନ କରି, ଗୁରୁ (ଗୋବିନ୍ଦ ଭଗବତ୍ପାଦ)ଙ୍କ ନିକଟକୁ ଯାଇ ସନ୍ୟାସ ଗ୍ରହଣ କରି, ଶ୍ରୀମଣ୍ଡନ ଆଦିଙ୍କୁ ଜୟ କରି, (ଶ୍ରୀମଣ୍ଡନ ମିଶ୍ରଙ୍କ ସମେତ ଅନ୍ୟାନ୍ୟ) ଶିଷ୍ୟ ଗ୍ରହଣ କରି, (ଶ୍ରୀମଦ୍ଭଗବଦ୍ଗୀତା, ବ୍ରହ୍ମସୂତ୍ର ଆଦି ଶାସ୍ତ୍ରର) ସୁଭାଷ୍ୟ ରଚନା କରି, ସର୍ବଜ୍ଞ ପୀଠ ଆରୋହଣ କରି, (ଭାରତବର୍ଷର ଚତୁର୍ଦିଗରେ) ବିବିଧ ପୀଠ ମାନ ସ୍ଥାପନ କରି, ଅନେକ (ମୌଳିକ) ରଚନା ସୃଷ୍ଟି କରିଥିବା ଶଙ୍କରଙ୍କ ଏହାହିଁ (ସଂକ୍ଷିପ୍ତ) କଥା ।

Comments
Post a Comment