ପାଣ୍ଡବଙ୍କର ନାମ କୀର୍ତ୍ତନ ମହତ୍ତ୍ଵ
ଧର୍ମୋ ବିବର୍ଦ୍ଧତି ଯୁଧିଷ୍ଠିରକିର୍ତ୍ତନେନ
ପାପଂ ପ୍ରଣଶ୍ୟତି ବୃକୋଦରକିର୍ତ୍ତନେନ ।
ଶତ୍ରୁର୍ବିନଶ୍ୟତି ଧନଞ୍ଜୟକିର୍ତ୍ତନେନ
ମାଦ୍ରୀସୁତୌ କଥୟତାଂ ନ ଭବନ୍ତି ରୋଗାଃ ।।
[ପାଣ୍ଡବ ଗୀତାରୁ ଉଦ୍ଧୃତ]
ଯୁଧିଷ୍ଠିରଙ୍କ ନାମ ନେବା ଦ୍ଵାରା ଧର୍ମର ବୃଦ୍ଧି ଘଟିଥାଏ, ଭୀମଙ୍କ ନାମ ନେବା ଦ୍ଵାରା ପାପ ଦୂର ହୋଇଥାଏ, ଅର୍ଜୁନଙ୍କ ନାମ ନେବା ଦ୍ଵାରା ଶତ୍ରୁ ନାଶ ହୋଇଥାନ୍ତି ତଥା ମାଦ୍ରୀସୁତ ନକୁଳ ଓ ସହଦେବଙ୍କ ନାମ ନେବା ଦ୍ଵାରା ରୋଗ ସୃଷ୍ଟି ହୋଇ ନଥାଏ ।
[ସଂଲଗ୍ନ ଦ୍ରୌପଦୀଙ୍କ ସହିତ ପାଣ୍ଡବଙ୍କ ତୈଳଚିତ୍ର ରାଜା ରବି ବର୍ମା କୃତ]

Comments
Post a Comment